ଘରଚଟିଆ Gharachaṭiā

  • ଦେ. ବି. (ସଂ. ଘର+ଚଟକ) — ଘରର ଚାଳତଳେ ବାସ କରୁଥିବା କ୍ଷୁଦ୍ର ପକ୍ଷିବିଶେଷ — The house-sparrow
  • ଦେ. ବି. (ସଂ. ଘର+ଚଟକ) — [ଦେଖ— ଏହାର ମାଂସ ମଧୁର, ସ୍ନିଗ୍ଧ ଶୁକ୍ରଜନକ, କଫକାରକ ଓ ସନ୍ନିପାତ ପ୍ରଶମକ—ଦ୍ରବ୍ଯଗୁଣ।]