ଘରକରଣା ବୁଦ୍ଧି Gharakaraṇā buddhi

  • ଦେ. ବି (ସଂ. ଗୃହକରଣ) — ନିଜର ଗୃହସଂସାର ସୁଚାରୁ— ରୂପେ ପରିଚାଳନ କରିବାର ବୁଦ୍ଧି — An eye on domestic economy; worldly wisdom
  • ଦେ. ବି (ସଂ. ଗୃହକରଣ) — ଘରକରଣା ବୁଦ୍ଧି ଯାହାକୁ ଦିଶେ ଗୁହଲୁଣ୍ଡା ନେଇ ଚାଳରେ ଖୋସେ —ଢଗ।