ଘରଛପର Ghara chhapara

  • ଦେ. ବି. (ସଂ. ଘର+କ୍ଷେପ) — ଚାଳଘରର ଚାଳକୁ ନଡ଼ା ଆଦିଦ୍ୱାରା ଘୋଡ଼ାଇବା — Thatching of a house
  • ଦେ. ବି. (ସଂ. ଘର+କ୍ଷେପ) — ଚାଳଘରର ଉପରିସ୍ଥ ଆବରଣ — The thatch of a house