ଘରଆଡ଼େ Ghara-āṟḍ̠e

  • ଦେ. ବି — ନିଜର ସ୍ତ୍ରୀ — One's wife
  • ଦେ. ବି — [ଦ୍ର—ସ୍ତ୍ରୀମାନେ ଆପଣା ସ୍ୱାମୀଙ୍କ ବିଷୟ ପଡ଼ିଲେ ଆମର ସେ, ଆମର ସେମାନେ, ମିଣିପେ, ଦାଣ୍ଡଆଡ଼େ ଆଦି ଶବ୍ଦ ପ୍ରୟୋଗ କରନ୍ତି। ସ୍ୱାମୀମାନେ ମଧ୍ୟ ଆପଣା ସ୍ତ୍ରୀ ବିଷୟ ପଡ଼ିଲେ 'ଘର— ଆଡ଼େ; ଉଆସଆଡ଼େ, ଘରେ, ପିଲାଏ, ମାଇପେ' ଶବ୍ଦମାନ ବ୍ଯବହାର କରଥାନ୍ତି। ଯଥା—ଆମ ଉଆସଆଡ଼େ (ବା ପିଲାଏ) ଆଜି ଜାଗରଯାତ୍ରା ଦେଖିଯିବାକୁ ମନ କରିଛନ୍ତି।]
  • କ୍ରି. ବିଣ — ଗୃହଦିଗରେ; ଘରତରଫରେ — In the direction of one's house