ଗଡ଼ବଡ଼ି Gaṟḍ̠abaṟḍ̠i

  • ଦେ. ବି — ଗଡ଼୍ବଡ଼୍ (ଦେଖ) — Gaṟḍ̠baṟḍ̠ (See)
  • ଦେ. ବି — ଏଇକ୍ଷଣି ବାହାଘର ଗଡ଼ବଡ଼ିରେ ଆଉ କିଛି ଠିକଣା ରହି ପାରୁ ନାହିଁ। ଭିକାରୀ, ଯୌତୁକ।