ଗଡ଼ପ୍ Gaṟḍ̠ap
- ଦେ. ବିଣ. (ସଂ. ଗୋପନ) — ଗୋପନ କରାଯାଇ ଥିବା — Hidden; concealed; suppressed; hushed up
- ଦେ. ବିଣ. (ସଂ. ଗୋପନ) — ହଜିଥିବା — Lost; missing
- ଦେ. ବିଣ. (ସଂ. ଗୋପନ) — ଅନିର୍ଦ୍ଦେଶ୍ୟ — Untraceable; untraced
- ଦେ. ବିଣ. (ସଂ. ଗୋପନ) — ଆତ୍ମସାତ୍କୃତ — Misappropriated; embezzled