ଗଡ଼ପ୍ କରିବା Gaṟḍ̠ap karibā

  • ଦେ. କ୍ରି — କୌଣସି ବସ୍ତୁକୁ ଲୁଚାଇ ଦେବା — To suppress or conceal anything
  • ଦେ. କ୍ରି — କୌଣସି ଅପରାଧ ଘୋଡ଼ାଇନେବା — To suppress or hush up an offence
  • ଦେ. କ୍ରି — ଟଙ୍କା ଆଦି ଆତ୍ମସାତ୍ କରିବା — To misappropriate; to embezzle