ଗଡ଼ମଣ୍ଡଳ Gaṟḍ̠amaṇḍaḻa

  • ସଂ. ବି. (ନାମ) — ମଧ୍ୟଭାରତର ରାଜ୍ୟବିଶେଷ — Name of a kingdom in Central India; a part of Malwa
  • ସଂ. ବି. (ନାମ) — [ଦ୍ର—ଇତିହାସପ୍ରସିଦ୍ଧା ରାଣୀ ଦୁର୍ଗାବତୀ ଏକ ସମୟରେ ଏହି ରାଜ୍ୟଖଣ୍ଡର ଅଧୀଶ୍ୱରୀ ଥିଲେ।]