ଗଡ଼ମାଳିଆ Gaṟḍ̠amāḻiā

  • ଦେ. ବି — ଗଡ଼ଜାତର ଧନୀ ଓ ରାଜଦ୍ୱାରରେ ସମ୍ମାନିତ ପରିବାର ବା ବଂଶ — Rich and respectable family living in the Gurjats
  • ଦେ. ବି — ମାଆ ସାଆନ୍ତାଣୀ ରାଣୀ। ଦେଇଥିବି ଗଡ଼ମାଳିଆ ଘରେ ଲୋ, ଗଉଡ଼ ବୋହିବେ ପାଣି। ଶିଶୁରଞ୍ଜନ ଗୀତ।
  • ଦେ. ବି — ଓଡ଼ିଆ ଭଣ୍ଡାରି ଜାତିର ଶାଖାଭେଦ — A sect of Oriya barbers
  • ଦେ. ବିଣ — ଗଡ଼ଜାତର ଅଧିବାସୀ ସଂଭ୍ରାନ୍ତ (ପରିବାର) — (a family) Respectable and residing in the Gaṟḍ̠jāts