ଗଡ଼ମାରୁ Gaṟḍ̠amāru

  • ଦେ. ବି — ଡକାଇତି — Dacoity
  • ଦେ. ବି — ଗଡ଼ ଜୟ କରିବାରୂପେ ଉତ୍ପାତ ବା ଅତ୍ୟାଚାର — Depredation (like that of attacking a fort)
  • ଦେ. ବିଣ — ଅବିଶ୍ୱାସୀ — Treacherous
  • ଦେ. ବିଣ — ଡକାଇତିଯୁକ୍ତ (କର୍ମ) — Robbing; (act) attended with robbery
  • ଦେ. ବିଣ — (ଯଥା—ଆମେ ତୁମର ଏପରି କି ଗଡ଼ମାରୁ କାମ କରିଛୁଁ ଯେ ତୁମେ ଆମ ଉପରେ ଏଡ଼େ ରାଗୁଛ।)