ଗ୍ରାମତା Grāmatā

  • ସଂ. ବି. (ଗ୍ରାମ=ସମୂହାର୍ଥେ. ତା; ତୁଳ. ଜନତା) — ଗ୍ରାମ— ସମୂହ; ଗ୍ରାମପୁଞ୍ଜ — A group of villages; a village union