ଗ୍ରାମଦେବତୀ Grāmadebarī

  • ଗ୍ରା. ବି. ସ୍ତ୍ରୀ. (ସଂ. ଗ୍ରାମଦେବତା) — ଗ୍ରାମଦେବତା (ଦେଖ) — Grāmadebatā (See)
  • ଗ୍ରା. ବି. ସ୍ତ୍ରୀ. (ସଂ. ଗ୍ରାମଦେବତା) — ବାଟରେ ତତେ ଗ୍ରାମଦେବତୀ ରକ୍ଷା କରିବେ—ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଗ୍ରା. ବି. ସ୍ତ୍ରୀ. (ସଂ. ଗ୍ରାମଦେବତା) — (ବ୍ୟଙ୍ଗ) କୌଣସି ଅଞ୍ଚଳ ବା ସ୍ଥାନର ସ୍ଥାନୀୟ କର୍ତ୍ତୃପକ୍ଷ — (ironical) The local authorities of a locality
  • ଗ୍ରା. ବି. ସ୍ତ୍ରୀ. (ସଂ. ଗ୍ରାମଦେବତା) — (ବ୍ୟଙ୍ଗ) ଗ୍ରାମର ରାଜକୀୟ ଶାସନ ସମ୍ପର୍କରେ ଯେଉଁ ନିମ୍ନ ପାହ୍ୟାର ରାଜକର୍ମଚାରୀମାନେ ସାକ୍ଷାତ୍ ସମ୍ବନ୍ଧରେ ସମ୍ପୃକ୍ତ (ଯଥା—ଗ୍ରାମର ଚଉକିଦାର, ଦଫାଦାର, ଇଉନିଅନ୍ ପ୍ରେସିଡେଣ୍ଟ୍, ସମବାୟ ସମିତିର ଶିର୍ପଞ୍ଚ୍) — (ironical) The lower order of public servants who are in direct touch with the villagers in public administration