ଗ୍ରାମଦୂତ Grāmadūta

  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ଦୂତ) — ଯେ ଗ୍ରାମର ସାମାଜିକ ସମ୍ବାଦ ବହନ କରେ — A village messenger; a messenger who carries the news and invitations from. the villagers on social occasions
  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ଦୂତ) — ଭଣ୍ଡାରି — Village barber
  • ସଂ. ବି. ( 6 ଷ୍ଠୀ ତତ୍; ଗ୍ରାମ+ଦୂତ) — [ଦ୍ର—ବିବାହ ବ୍ରତାଦି ଉପଲକ୍ଷରେ ନିମନ୍ତ୍ରଣ, ମୃତ୍ୟୁସମ୍ବାଦ ଓ ସଙ୍ଖୁଳା ବୋଝ ଆଦି ଗ୍ରାମରେ ଭଣ୍ଡାରି ନିଆଅଣା କରୁଥିବାରୁ।]