ଗ୍ରାମଦୌତ୍ୟ Grāmada̲u̲tya

  • ସଂ. ବି ( 6 ଷ୍ଠୀ ତତ୍; ଗ୍ରାମ+ଦୌତ୍ୟ) — ଗ୍ରାମର ସଂବାଦ— ବହନ କର୍ମ — The work carrying messages of the village society
  • ସଂ. ବି ( 6 ଷ୍ଠୀ ତତ୍; ଗ୍ରାମ+ଦୌତ୍ୟ) — [ଦ୍ର—ଗ୍ରାମରେ ସାମାଜିକ ଅନୁଷ୍ଠାନ (ଯଥା—ବିବାହ, ବ୍ରତ, ମୃତ୍ୟୁ ଜନ୍ମ, ବେଭାର, ସଙ୍ଖୁଳା, ମଉଳା ନିମନ୍ତ୍ରଣ, ଜୋଇଁ ନିମନ୍ତ୍ରଣ) ମାନଙ୍କ ଉପଲକ୍ଷରେ ଭଣ୍ଡାରିମାନେ ଗ୍ରାମବାସୀଙ୍କ ବନ୍ଧୁବାନ୍ଧବମାନଙ୍କ- ଠାକୁ ସଂବାଦ ଆଦି ନିଆଅଣା କରନ୍ତି।]