ଗୋଲାପି Golāpi
- ବୈଦେ. ବି—(ଫା. ଗୁଲାବୀ) — ଗୋଲାପ ଫୁଲର ଗନ୍ଧଯୁକ୍ତ — Rose-scented
- ବୈଦେ. ବି—(ଫା. ଗୁଲାବୀ) — ଗୋଲାପ ସମ୍ବନ୍ଧୀୟ — Rosy; relating to rose
- ବୈଦେ. ବି—(ଫା. ଗୁଲାବୀ) — ଗୋଲାପଫୁଲ ପରି ଈଷତ୍ ରକ୍ତବର୍ଣ୍ଣବିଶିଷ୍ଟ; ଆରକ୍ତ — Roseate
- ବୈଦେ. ବି—(ଫା. ଗୁଲାବୀ) — ପାଟଳବର୍ଣ୍ଣ — Rosy; rose coloured; pink-coloured
- ବୈଦେ. ବି—(ଫା. ଗୁଲାବୀ) — ଈଷତ୍ — Slight
- ବୈଦେ. ବି—(ଫା. ଗୁଲାବୀ) — (ଯଥା— ଗୋଲାପି ନିଶା।)