ଗୋଲାମଗିରି Golāmagiri
- ବୈଦେ. ବି. (ଆ. ଗୁଲାମ୍+ଫା. ପ୍ରତ୍ୟୟ. ଗିରି) — ଦାସତ୍ୱ — Slavery
- ବୈଦେ. ବି. (ଆ. ଗୁଲାମ୍+ଫା. ପ୍ରତ୍ୟୟ. ଗିରି) — ପରର ଚାକିରି — Service under another
- ବୈଦେ. ବି. (ଆ. ଗୁଲାମ୍+ଫା. ପ୍ରତ୍ୟୟ. ଗିରି) — [ଦ୍ର— ଗୋଲାମପଣ; ଗୋଲାମପଣିଆଁ ମଧ୍ୟ ଏହି ଅର୍ଥରେ ହୋଇ ଥାଏ।]