ଗୋଲାମ Golāma
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — ଭୃତ୍ୟ; ସେବକ — Slave; servant
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — ତାସ୍ ଖେଳରେ ଗୋଲାମ ଚିତ୍ର ଥିବା କାଗଜ — A knave at cards
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — [ଦ୍ର— ଏହା ଦହିଲା ବା ଦଶ ଠାରୁ ଉର୍ଦ୍ଧ୍ୱ ଓ ବିବୀ ବା ରାଣୀ— ଠାରୁ ନିମ୍ନ ସଂଖ୍ୟକ।]
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — କ୍ରୀତଦାସ — A purchased slave
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — ଉତ୍କଳର କରଣମାନଙ୍କର ରକ୍ଷିତା (ଅବିବାହିତା) ସ୍ତ୍ରୀ ଗର୍ଭଜାତ ସନ୍ତାନ — The illegitimate sons of the Karaṇas of Orissa
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — ସାଗରପେସା ଜାତି — The caste of illegitimate offsprings of the Bengalee Kāyastha-settlers of Orissa
- ବୈଦେ. ବି. (ଆ. ଗୁଲାମ୍; ଫା. ଘୁଲାମ୍) — ଗଞ୍ଜପା ଖେଳର ଗୋଟିଏ ସାର ବା ତାସ୍ — One of the cards of Gan̄japā game