ଗୋଲାପଜାମୁ Golāpajāmu

  • ଦେ. ବି. (ଫା. ଗୁଲାବ୍+ସଂ. ଜମ୍ବୁ) — ଜମ୍ବୁକାଦି ବର୍ଗର ଉଦ୍ୟାନଜାତ ସୁଗନ୍ଧ ପୁଷ୍ପ ବିଶିଷ୍ଟ ତରୁ ଓ ତାହାର ମିଷ୍ଟ ଫଳ — Rose apple; Eugenia Jamboo
  • ଦେ. ବି. (ଫା. ଗୁଲାବ୍+ସଂ. ଜମ୍ବୁ) — ଦୁଧଛେନା, ସାମାନ୍ୟ ମଇଦା ଓ ଚିନିରେ ତିଆରି ଘୃତପକ୍ୱ ମିଷ୍ଟାନ୍ନବିଶେଷ; ପାନ୍ତୁଆ — A kind of sweet meat made of sweetened cheese mixed with a little quantity of flour and fried in ghee