ଗୋଲାପି ନିଶା Golāpi niṡā
- ବୈଦେ. ବି — (ଫା. ଗୁଲାବୀ+ନସା)—ସୁନିୟନ୍ତ୍ରିତ ମଦ୍ୟପାନଜନିତ ଅଳ୍ପ ମଧୁର ନିଶା; ମୃଦୁ ନିଶା — A little intoxication or hilarity as the result of taking a moderate quantity of wine
- ବୈଦେ. ବି — ଯେଉଁ ନିଶାରେ ଚକ୍ଷୁ ଗୋଲାପଫୁଲ ପରି ସାମାନ୍ୟ ରକ୍ତବର୍ଣ୍ଣ ହୁଏ — Hilarity or intoxication which turns the eyes roseate