ଗୋପୀନାଥ Gopīnātha

  • ସଂ. ବି. ( 6 ଷ୍ଠୀ ତତ୍; ଗୋପୀ+ନାଥ) — ଶ୍ରୀକୃଷ୍ଣଙ୍କ ନାମ — A name of Ṡrīkṛushṇa
  • ସଂ. ବି. ( 6 ଷ୍ଠୀ ତତ୍; ଗୋପୀ+ନାଥ) — [ଦ୍ର—'ଗୋପୀ' ଶବ୍ଦ ସଙ୍ଗେ ନାଥ ଶବ୍ଦର ପ୍ରତିଶବ୍ଦ ବଲ୍ଲଭ, ଗମଣ, ମୋହନ ପ୍ରଭୃତି ଶବ୍ଦମାନ ମଧ୍ୟ ଏହି ଅର୍ଥରେ ପ୍ରଯୁକ୍ତ ହୋଇଥାଏ।]
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males