ଗୋପୀଭାଷା Gopībhāshā

  • ଦେ. ବି. — ଓଡ଼ିଶାର ପ୍ରାଚୀନ କବି ଭକ୍ତଚରଣ ଦାସଙ୍କ ବିରଚିତ ଶ୍ରୀକୃଷ୍ଣ ବିଚ୍ଛେଦରେ ଗୋପୀମାନଙ୍କର ଖେଦୋକ୍ତି ବିଷୟକ ପଦ୍ୟଗ୍ରନ୍ଥବିଶେଷ — Song of the sorrowing milkmaids of Gopapura composed by the classic Oṟḍ̠iā poet Bhaktacharaṇa