ଗୋପୁଚ୍ଛ Gopuchcha

  • ସଂ. ବି. ( 6 ଷ୍ଠୀ ତତ; ଗୋ+ ପୁଚ୍ଛ) — ଗୋରୁ ଲାଙ୍ଗୁଡ଼ — Tail of a cow
  • ସଂ. ବି. ( 6 ଷ୍ଠୀ ତତ; ଗୋ+ ପୁଚ୍ଛ) — ଏକପ୍ରକାର ହାର — A kind of necklace
  • ସଂ. ବି. ( 6 ଷ୍ଠୀ ତତ; ଗୋ+ ପୁଚ୍ଛ) — (ବହୁବ୍ରୀହି) ଗୋପୁଚ୍ଛ ପରି ପୁଚ୍ଛଯୁକ୍ତ ଏକପ୍ରକାର ବାନର — A kind of monkey (with tail like that of a cow)