ଗୋପୀ Gopī

  • ସଂ. ବି. ସ୍ତ୍ରୀ (ଗୋପ+ ସ୍ତ୍ରୀ. ଈ) — ଗଉଡ଼ୁଣୀ; ଗୋପବାଳା — Milk-maid
  • ସଂ. ବି. ସ୍ତ୍ରୀ (ଗୋପ+ ସ୍ତ୍ରୀ. ଈ) — ଶ୍ରୀକୃଷ୍ଣ ପ୍ରଣୟିନୀ 16000 ଗୋପକନ୍ୟା — ଶ୍ରୀକୃଷ୍ଣ ପ୍ରଣୟିନୀ16000ଗୋପକନ୍ୟା— . The 16000 sweethearts of Ṡrīkṛushṇa
  • ସଂ. ବି. ସ୍ତ୍ରୀ (ଗୋପ+ ସ୍ତ୍ରୀ. ଈ) — କୁଆମଇତା; ବିମ୍ବଫଳ — The memordica fruit
  • ସଂ. ବି. ସ୍ତ୍ରୀ (ଗୋପ+ ସ୍ତ୍ରୀ. ଈ) — ମଞ୍ଜରୀବାର ସେବିତ ନିରନ୍ତର ଅଶେଷ ଗୋପାରେ ସେ ଶୋହେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।