ଗୋପୀଚନ୍ଦନ Gopīchandana

  • ଦେ. ବି. — ଏକପ୍ରକାର ତିଳକମାଟି; ସୌରାଷ୍ଟ୍ରୀ — A kind of whitish clay used in painting the forehead
  • ଦେ. ବି. — ଟୋପୀ ଟୋପୀ ଗୋପୀଚନ୍ଦନ ମଣ୍ଡିଛନ୍ତି କି ସାଜେ ଟେକି ଚାହାଁ ବାରେ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ— କଳାକଳେବର ଚଉଶିଆ 'ଟ' ପଦ।