ଗୋଦଡ଼ା Godaṟḍ̠ā
- ଦେ. ବିଣ — ସ୍ଥୂଳ; ଗଦଡ଼ା — Thick
- ଦେ. ବିଣ — ଶ୍ରବଣଶକ୍ତି ରହିତ; ତାବଦା; ସ୍ତବ୍ଧ (କର୍ଣ୍ଣ) — Stunned (ear)
- ଦେ. ବିଣ — ସ୍ପର୍ଶାନୁଭୂତିରହିତ (ଅଙ୍ଗ) — Benumbed (limb)
- ଦେ. ବିଣ — ଖାଦ୍ୟ ଭର୍ତ୍ତି ହୋଇଥିବା ଆବସ୍ଥାଯୁକ୍ତ (ପାଟି) — (mouth) Full of a morsel of food
- ଦେ. ବିଣ — ଗମ୍ଭୀର ଶବ୍ଦଯୁକ୍ତ — Heavy-sounding; muffled
- ଗ୍ରା. (ଇତର) ବିଣ. ପୁଂ — ଗୋଦରା (ଦେଖ) — Godarā (See)