ଗୋତ୍ରୀୟ Gotrīya

  • ସଂ. ବିଣ. ପୁଂ. (ଗୋତ୍ର+ସମ୍ବନ୍ଧାଦ୍ୟର୍ଥେ. ଈୟ) — (ଅମୁକ) ଗୋତ୍ରସମ୍ବନ୍ଧୀୟ — Relating to a Gotra
  • ସଂ. ବିଣ. ପୁଂ. (ଗୋତ୍ର+ସମ୍ବନ୍ଧାଦ୍ୟର୍ଥେ. ଈୟ) — (ଅମୁକ) ଗୋତ୍ରଜାତ — Having such and such a Gotra
  • ସଂ. ବିଣ. ପୁଂ. (ଗୋତ୍ର+ସମ୍ବନ୍ଧାଦ୍ୟର୍ଥେ. ଈୟ) — (ଅମୁକ) ବଂଶୀୟ — Agnate