ଗୋଦରା Godarā

  • ଦେ. ବିଣ. ପୁଂ — ଶ୍ଳୀପଦ ରୋଗଯୁକ୍ତ (ବ୍ଯକ୍ତି) — (person) Suffering from elephantiasis and having swollen legs
  • ପ୍ରାଦେ (ଗଡ଼ଜାତ) ବି — ଟୋକେଇ, ବାଉଁଶିଆ ଆଦି ବୁଣିବା ନୀଚ ଶୂଦ୍ର ଜାତିବିଶେଷ — A low caste of Ṡūdras who weave baskets