ଗୋଦ Goda

  • ସଂ. ବି. (ଗୋ=ଜଳ+ଦା ଧାତୁ=ଦେବା+କତ୍ତୃ. ଅ) — ମସ୍ତିଷ୍କ; ମଗଜ — Brain
  • ସଂ. ବି. (ଗୋ=ଜଳ+ଦା ଧାତୁ=ଦେବା+କତ୍ତୃ. ଅ) — ମସ୍ଥିଷ୍କ ମଧ୍ୟସ୍ଥ ସ୍ନେହ ପଦାର୍ଥ — The oily substance inside the brain
  • ସଂ. ବି. (ଗୋ=ଜଳ+ଦା ଧାତୁ=ଦେବା+କତ୍ତୃ. ଅ) — ଗୋଦାବରୀ ନିକଟସ୍ଥ ଦେଶବିଶେଷ — Name of a a province near the Godābarī river in S. India
  • ସଂ. ବିଣ. ପୁଂ. (ଗୋ=ଗୋରୁ+ଦା ଧାତୁ+କତ୍ତୃ. ଅ) — ଯେ ବ୍ରାହ୍ମଣକୁ ଗୋଦାନ କରେ — One who gives cows to Brāhmaṇas
  • ଦେ. ବି ଓ ବିଣ — ଗୋଦର (ଦେଖ) — Godara (See)