ଗୋତ୍ରା Gotrā

  • ସଂ. ବି. ସ୍ତ୍ରୀ. (ଗୋତ୍ର=ପର୍ବତ+ଅଛି ଅର୍ଥରେ ଅ+ସ୍ତ୍ରୀ. ଆ) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ. (ଗୋତ୍ର=ପର୍ବତ+ଅଛି ଅର୍ଥରେ ଅ+ସ୍ତ୍ରୀ. ଆ) — (ଗୋ+ସମୂହାର୍ଥେ ତ୍ର+ସ୍ତ୍ରୀ. ଆ)—ଗୋସମୂହ — A number of cows