ଗୋଚିନା Gochinā

  • ଦେ. ବି. (ସଂ. ଗୋରୋଚନା) — ଗୋରୋଚନା (ଦେଖ) — Gorochanā (See)
  • ଦେ. ବି. (ସଂ. ଗୋରୋଚନା) — ଯାହାଙ୍କ କପାଳେ ଅଛି ଗୋଚିନା ଟୋପି। ପୀତାମ୍ବରୀ, ଛାନ୍ଦ କଞ୍ଚନବତୀ।