ଗୋଚାରଣ Gochāraṇa

  • ସଂ. ବି (ଗୋ+ଚର ଧାତୁ ଣିଜନ୍ତ ଚାରି ଧାତୁ+ଭାବ. ଅନ) — ଗୋରୁ ଚରାଇବା — Taking cattle to graze; tending of cattle
  • ସଂ. ବି (ଗୋ+ଚର ଧାତୁ ଣିଜନ୍ତ ଚାରି ଧାତୁ+ଭାବ. ଅନ) — ଗୋରୁ ଚରିବା — Grazing