ଗୋଚର ହେବା Gochara hebā

  • ଦେ. କ୍ରି. — ଜାଣିବା — To know; to realise; to perceive
  • ଦେ. କ୍ରି. — ଜଣାଯିବା; ଜ୍ଞାତ ହେବା — To be known
  • ଦେ. କ୍ରି. — ଆଜି ତାହା ଗୋଚର ହୋଇବ ତୁମ୍ଭଙ୍କୁ। କୃଷ୍ଣସିଂହ, ମହାଭାରତ, ସଭା।