ଗୋଚିଆ Gochiā

  • ପ୍ରାଦେ. (ବାଲେଶ୍ୱର) ବି. (ସଂ. ଗୋଚୀ; କୁଚିକ) — ନଈ ମୁହାଣରେ ଧରା ପଡ଼ିବା କୋଚିଆ ପରି ଏକ ପ୍ରକାର ସମୁଦ୍ର—ମାଛ — A species of sea-fish resembling the eel