ଗୋଚର୍ମ Gocharma

  • ସଂ. ବି.—( 6 ଷ୍ଠୀ ତତ୍; ଗୋ+ଚର୍ମ) — ଗୋରୁର ଚମଡ଼ା — Cow-hide
  • ସଂ. ବି.—( 6 ଷ୍ଠୀ ତତ୍; ଗୋ+ଚର୍ମ) — ଭୂମିର ବର୍ଗପରିମାଣ ମାପବିଶେଷ — A square-measure of land surface
  • ସଂ. ବି.—( 6 ଷ୍ଠୀ ତତ୍; ଗୋ+ଚର୍ମ) — [ଦ୍ର—ଦଶହାତ ପରିମିତ ନଳରେ ଲମ୍ବରେ ଓ ଚଉଡ଼ାରେ ପନ୍ଦର ନଳ ଲେଖାଏଁ ପରିମିତ କ୍ଷେତ୍ର। ମତାନ୍ତରରେ ଦୀର୍ଘ 2100 ହାତ ଓ ପ୍ରତି 2100 ହାତ ପରିମିତ କ୍ଷେତ୍ର।] — [ଦ୍ର—ଦଶହାତ ପରିମିତ ନଳରେ ଲମ୍ବରେ ଓ ଚଉଡ଼ାରେ ପନ୍ଦର ନଳ ଲେଖାଏଁ ପରିମିତ କ୍ଷେତ୍ର ମତାନ୍ତରରେ ଦୀର୍ଘ2100ହାତ ଓ ପ୍ରତି2100ହାତ ପରିମିତ କ୍ଷେତ୍ର]