ଗୋଛାଇବା Gochhaibā

  • ଦେ. କ୍ରି—(ସଂ. ଗୁଚ୍ଛ) — କୌଣସି ପଦାର୍ଥକୁ ବିଡ଼ାବିଡ଼ା କରି ବାନ୍ଧିବା — To tie into sheaves