ଗୁହ୍ନା Guhnā
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଫା.ଗୁନ୍ହା) — ଦୋଷ; ଅପରାଧ — Fault; offence; guilt
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଫା.ଗୁନ୍ହା) — ଯାର ଗୁହ୍ନା ତାର ଗରଧନା (ବେକ)—ଢଗ।
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଫା.ଗୁନ୍ହା) — (ଏଥିର ଅର୍ଥ—ଯେ ଦୋଷ କରିଛି ସେ ନିଜେ ଦଣ୍ଡ ପାଇବ)