ଗୁହ୍ନାଗାରି Guhnāgāri

  • ପ୍ରାଦେ. (ସମ୍ବଲପୁର) ବୈଦେ. (ଫା. ଗୁନ୍ହାଗାରି=ପାପ; ଅପରାଧ) — ଅର୍ଥଦଣ୍ଡ; ଗୁଣାଗାରି — Fine
  • ପ୍ରାଦେ. (ସମ୍ବଲପୁର) ବୈଦେ. (ଫା. ଗୁନ୍ହାଗାରି=ପାପ; ଅପରାଧ) — ଦୋଷ — Fault
  • ପ୍ରାଦେ. (ସମ୍ବଲପୁର) ବୈଦେ. (ଫା. ଗୁନ୍ହାଗାରି=ପାପ; ଅପରାଧ) — ଅପରାଧ — Offence