ଗୁହ୍ୟ Guhya

  • ସଂ. ବିଣ. (ଗୁହ୍ ଧାତୁ+କର୍ମ. ୟ) — ଗୋପନୀୟ — Secret; confidential
  • ସଂ. ବିଣ. (ଗୁହ୍ ଧାତୁ+କର୍ମ. ୟ) — ଗୁପ୍ତ — Mysterious; hidden
  • ସଂ. ବିଣ. (ଗୁହ୍ ଧାତୁ+କର୍ମ. ୟ) — ବିଜନ; ନିର୍ଜନ — Solitary; retired
  • ସଂ. ବିଣ. (ଗୁହ୍ ଧାତୁ+କର୍ମ. ୟ) — ଦୁର୍ବୋଧ; ଅବୋଧ — Difficult to understand; unintelligible
  • ସଂ. ବି. — ନିର୍ଜନ ସ୍ଥାନ — Lonely place
  • ସଂ. ବି. — ମଳଦ୍ୱାର — Anus
  • ସଂ. ବି. — (ଯେଉଁ ଅଙ୍ଗ ଗୁପ୍ତ ରଖାଯାଏ) ଉପସ୍ଥ — Penis; private parts; a privity
  • ସଂ. ବି. — (+ କର୍ତ୍ତୃ. ଯ) କଚ୍ଛପ — Tortoise
  • ସଂ. ବି. — (+ ଭାବ. ଯ) ଅହଙ୍କାର — Pride
  • ସଂ. ବି. — କପଟାଚାର — Hypocricy
  • ସଂ. ବି. — ପରମେଶ୍ୱର — God
  • ସଂ. ବି. — [ଦ୍ର—ଗୁହ୍ୟ ଶବ୍ଦର 'ହ୍ୟ'ର ଉଚ୍ଚାରଣ ସାଧାରଣତଃ ଉଷ୍ଣ ଝ (ଇଂରାଜି — 'Z')ଅକ୍ଷର ସଙ୍ଗେ ଯ ଫଳା ଯୁକ୍ତ କରି ଆମ୍ଭେମାନେ କରିଥାଉଁ, ଯଥା—ଗୁଝ୍ୟ; କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ହ ରେ ଯ ଫଳା ଯୁକ୍ତ (ହି+ଅ=ହ୍ୟ) ହେବା ଉଚିତ]