ଗୁହେର Guhera

  • ସଂ. ବି. (ଗୁହ୍ ଧାତୁ=ଆଚ୍ଛାଦନ+ସଂଜ୍ଞାର୍ଥେ. ଏର) — ରକ୍ଷକ — Protector
  • ସଂ. ବି. (ଗୁହ୍ ଧାତୁ=ଆଚ୍ଛାଦନ+ସଂଜ୍ଞାର୍ଥେ. ଏର) — ଅଭିଭାବକ — Guardian; patron (Apte)
  • ସଂ. ବି. (ଗୁହ୍ ଧାତୁ=ଆଚ୍ଛାଦନ+ସଂଜ୍ଞାର୍ଥେ. ଏର) — କମାର — Blacksmith