ଗୁହ୍ (ଧାତୁ) Guh (root)
- ସଂ. — ତ୍ୟାଗ କରିବା; ସମ୍ବରଣ କରିବା — To emit; to give up
- ସଂ. — ଆଚ୍ଛାଦନ କରିବା — To cover; to envelop
- ସଂ. — ଗୋପନ କରିବା — To conceal; to hide; to hush up
- ସଂ. — ଗୁପ୍ତ ରଖିବା; ପ୍ରକାଶ ନ କରିବା — To keep secret
- ସଂ. — ଜଗିବା; ରକ୍ଷା କରିବା — To watch; to protect