ଗାଧୋଇବା Gādhoibā

  • ଦେ. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — ଗାଧେଇବା (ଦେଖ) — Gādheibā (See)
  • ଦେ. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — ଏ ଦ୍ୱାରପାଳ ତୀର୍ଥରେ ଗାଧୋଏ ଯେ ଲୋଭେ— କୃଷ୍ଣସିଂହ, ମହାଭାରତ, ବନ।