ଗାଧେଇବା Gādheibā
- ଗ୍ରା. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — ସ୍ନାନ କରିବା — To take a bath
- ଗ୍ରା. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — (ଶିଶୁ ଆଦିଙ୍କୁ) ସ୍ନାନ କରାଇବା — To give a bath to a person or child
- ଗ୍ରା. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — (ଲକ୍ଷଣାର୍ଥ) ଗାଧୋଇବା ପରି ଦେହ ତମାମ (ଝାଳରେ) ଜର୍ଜରିତ ହେବା — To be profusely besmeared (with sweat) throughout the body; to perspire profusely
- ଗ୍ରା. କ୍ରି. (ସଂ. ଗାତ୍ରଧାବନ; ସଂ. ଗାହ୍ ଧାତୁ) — (ଯଥା—ମିହନ୍ତ କରି ମୁଁ ଝାଳରେ ଗାଧେଇ ସାରିଲିଣି।)