ଗାଧୋଇ ଯିବା Gādhoi j̄ibā
- ଦେ. କ୍ରି — ସ୍ନାନ କରିବାକୁ ଜଳାଶୟ ନିକଟକୁ ଗମନ କରିବା — To go to bathe
- ଦେ. କ୍ରି — ହାଣ୍ଡିରେ ଖାଏ, ଗୋଡ଼ରେ ପଡ଼ିଲେ ଗାଧୋଇ ଯାଏ—ଢଗ।
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ଲାଭ ବା କ୍ରିୟାରୁ ବଞ୍ଚିତ ହେବା — To be deprived of certain previlage or enjoyment
- ଦେ. କ୍ରି — ଯେ ତବତ ଖାଇଛି ସେ ପଖାଳ ଖାଉ, ଯେ କିଛି ନ ଖାଇଛି ସେ ଗାଧୋଇ ଯାଉ। ଢଗ।
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତି ବା ବିଷୟ ଉପସ୍ଥିତ— ଆଲୋଚନାରେ ଆଲୋଚିତ ନ ହେବା — To be left out or omitted from present discussion or consideration
- ଦେ. କ୍ରି — (ଯଥା—ତାଙ୍କର କୋଠା ତୋଳିବା କଥା ଗାଧୋଇ ଯାଉ, ତାଙ୍କରତ ଖଣ୍ଡିଏ କୁଡ଼ିଆଘର କରିବାର ସାମର୍ଥ୍ୟ ନାହିଁ।)