ଗାଧ୍ (ଧାତୁ) Gādh (root)

  • ସଂ — ଗାନ୍ଥିବା — To build in a row; to set
  • ସଂ — ଗୁନ୍ଥିବା — To string together
  • ସଂ — ରଚନା କରିବା — To make; to compose
  • ସଂ — ପ୍ରତିଷ୍ଠା କରିବା — To establish
  • ସଂ — ପ୍ରତିଷ୍ଠିତ ହେବା — To be set or established
  • ସଂ — ଠିଆ ହେବା — To stand
  • ସଂ — ସ୍ଥିତ ହେବା — To stay
  • ସଂ — ପାଣିରେ ବୁଡ଼ିବା; ଅବଗାହନ କରିବା — To dive or plunge into water
  • ସଂ — ଇଚ୍ଛା କରିବା — To wish