ଗାଧୋଇ ପଡ଼ିବା Gādhoi paṟḍ̠ibā
- ଦେ. କ୍ରି. (ତୁଳ. ବସିପଡ଼ିବା; ଉଠିପଡ଼ିବା; ଫେରି— ପଡ଼ିବା) — ସ୍ନାନ କ୍ରିୟା ଶୀଘ୍ର ସମ୍ପନ୍ନ କରିବା — To finish one's bath soon
- ଦେ. କ୍ରି. (ତୁଳ. ବସିପଡ଼ିବା; ଉଠିପଡ଼ିବା; ଫେରି— ପଡ଼ିବା) — [ଦ୍ର—କେତେକ କ୍ରିୟାର ଅସମାପିକା ଆକାର ପରେ ପଡ଼ିବା କ୍ରିୟା ଲାଗିଲେ ପ୍ରଥମ କ୍ରିୟାର ଶୀଘ୍ର ସମ୍ପାଦନ ସୂଚନା କରେ।]