ଗଳଗଳିଆ Gaḻagaḻiā

  • ଦେ. ବିଣ. (ଯାହା ଗଳିପଡ଼େ) — ହୁଗୁଳା — Slack; loose
  • ଦେ. ବିଣ. (ଯାହା ଗଳିପଡ଼େ) — ପାତ୍ରରୁ ବିଶେଷ ପରିମାଣରେ ଅଜାଡ଼ି ହୋଇ— ପଡ଼ୁଥିବା (ଜଳୀୟ ପଦାର୍ଥ) — Profusely poured; (liquid) flowing; profusely