ଗଳତ୍ Gaḻat

  • ସଂ. ବିଣ. (ଗଳ୍ ଧାତୁ=କ୍ଷରିତ ହେବା+ କର୍ତ୍ତୃ. ଅତ୍. ଶତୃ) — କ୍ଷରିତ ହେଉଥିବା; ବୋହୁଥିବା — Oozing; percolating
  • ଦେ. ବି. ଓ ବିଣ — ଗଲତ୍ (ଦେଖ) — Galat (See)