ଗଳଗ୍ରହ Gaḻagraha
- ସଂ. ବି. (ଗଳ+ଗ୍ରହ) — ଅନ୍ୟର ବେକ ଧରିବା — Seizing by the throat
- ସଂ. ବି. (ଗଳ+ଗ୍ରହ) — ତଣ୍ଟି ଚିପିବା — Throttling
- ସଂ. ବି. (ଗଳ+ଗ୍ରହ) — ଅକାରଣରେ ଅନିଚ୍ଛାପୂର୍ବକ ଯେଉଁ ବ୍ଯକ୍ତିର ଭାର ଆପଣା— ଉପରେ ନେବାକୁ ହୁଏ — A hanger-on; a burden upon one's shoulders
- ସଂ. ବି. (ଗଳ+ଗ୍ରହ) — ସ୍ୱୟଂ ଉପସ୍ଥିତ ଅପରିହାର୍ଯ୍ୟ ଦାୟିତ୍ୱ ବା ଅପବାଦ — An unavoidable responsibility or danger
- ସଂ. ବି. (ଗଳ+ଗ୍ରହ) — ବେକଫୁଲା ରୋଗ — Swelling of the throat and neck
- ସଂ. ବି. (ଗଳ+ଗ୍ରହ) — ମାଛର କଣ୍ଟା — Slender fish-bone
- ସଂ. ବି. (ଗଳ+ଗ୍ରହ) — ଆପଣା ଉପରେ ନ୍ୟସ୍ତ ଅସମାପ୍ତ କର୍ମ — A self-imposed unaccomplished task
- ସଂ. ବି. (ଗଳ+ଗ୍ରହ) — କୃଷ୍ଣପକ୍ଷର ଚତୁର୍ଥୀ, ସପ୍ତମୀ, ଅଷ୍ଟମୀ, ନବମୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ତିଥି — Name of the 4th, 7th, th, 9th, 13th, 14th and new moon days of the dark fortnight
- ସଂ. ବି. (ଗଳ+ଗ୍ରହ) — ଯେଉଁ ଦିନ ପଢ଼ା ଆରମ୍ଭ କରାଯାଏ କିନ୍ତୁ ତହିଁ ଆର— ଦିନ ଅନଧ୍ୟୟନ ତିଥି ପଡ଼େ — A day on which a course of studies is begun but the next day of which reading is prohibited according to the Hindu scriptures
- ସଂ. ବି. (ଗଳ+ଗ୍ରହ) — ଆରବ୍ଧ ହୋଇ ହଠାତ୍ ବନ୍ଦ କରାଯିବା ପାଠ — Study begun but immediately interrupted or discontinued