ଗଳକମ୍ବଳ Gaḻakambaḻa

  • ସଂ. ବି ( 6 ଷ୍ଠୀ ତତ୍; ଗଳଦେଶ ତଳେ ଲମ୍ବିତ କମ୍ବଳାକୃତି ଚର୍ମ) — ଗୋରୁଙ୍କ ଗଳଦେଶ ତଳେ ଲମ୍ବିଥିବା କମ୍ବଳ ଆକୃତିର ଚର୍ମାଚ୍ଛାଦିତ ମାଂସ; ସାସ୍ନା — A bull's or cow's dewlap; the flap of skin hanging down the neck of cattle