ଗଳ Gaḻa
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ବେକ — Neck
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ପୁଣି ଅର୍ଦ୍ଧଚନ୍ଦ୍ର ବାଣକୁ ଯେ ନକୁଳ, ବିନ୍ଧିଣ କାଟି ଦେଲେ ରାଗେ ତାହା ଗଳ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣପର୍ବ।
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ଗଳା; କଣ୍ଠ — Throat
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ଶାଳ ଗଛରୁ ବାହାରିବା ଝୁଣା — Raisin from the Ṡāḻa tree
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ବାଦ୍ୟବିଶେଷ — A kind of drum
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — କଣ୍ଠନାଳୀ — Larynx
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ଗଳାର ସ୍ୱର — The voice of the throat
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ଦଉଡ଼ା — Rope
- ସଂ. ବି. (ଗଳ ଧାତୁ=ଭୋଜନ କରିବା+କରଣ. ଅ) — ଗଡ଼େଇ ମାଛ — A kind of fish